Browsing Tag

in a reputed English medium school

ଛାତ୍ରୀଙ୍କୁ ଅସଦାଚରଣ, ଘଟଣା ଚାପିବାକୁ ସ୍କୁଲ କତ୍ତୃପକ୍ଷଙ୍କ ଉଦ୍ୟମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଥିବା ଏକ ଜଣାଶୁଣା ଘରୋଇ ଇଂରାଜୀ ମିଡ଼ିଅମ ସ୍କୁଲରେ ଏକ ସାଙ୍ଘାତିକ ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏହି ଘଟଣାକୁ ସ୍କୁଲ ପକ୍ଷରୁ ଚାପିଦେବାକୁ ଉଦ୍ୟମ କରାଯାଉଛି । ସ୍କୁଲର କିଛି ଛାତ୍ରଛାତ୍ରୀ ଏଘଟଣା ସମ୍ୱନ୍ଧରେ ବାହାରେ ପ୍ରକାଶ…