ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ତମ ମେଡିକାଲ୍ କଲେଜ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି । ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ…