Browsing Tag

If you do the worship in this way on Sunday

ରବିବାର ଏହି ଉପାୟରେ କରନ୍ତୁ ପୂଜାର୍ଚ୍ଚନା, ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

ହିନ୍ଦୁ ଧର୍ମରେ ଦେବଦେବୀ ଙ୍କ ପୂଜାରେ କର୍ପୂର ର ବ୍ୟବହାର ହୋଇଥାଏ l କର୍ପୁର ବ୍ୟବହାର କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ରବିବାର ଦିନ ଆପଣ କର୍ପୁର ର ବ୍ୟବହାର କରିବା ଦ୍ୱାରା ଅର୍ଥର ଅସୁବିଧା କୁ ଦୂର କରିଥାଏ…