Browsing Tag

ias vijay ketan

ଝାରପଡ଼ା ଜେଲ୍ ଗଲେ ବିଜୟ କେତନ

ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ୍ ଯାଇଛନ୍ତି। ରିମାଣ୍ଡ ସରିବା ପରେ ବିଜୟଙ୍କୁ ଆଜି ଝାରପଡ଼ା ଜେଲ୍ ପଠାଯାଇଛି। ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍…