ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି ଦାୟିତ୍ୱରେ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି: ଧର୍ମେନ୍ଦ୍ର ପ୍ରଧାନ
ଆଠମଲ୍ଲିକ/ରେଢାଖୋଲ, (ଓଡ଼ିଶା ଫାଷ୍ଟ): ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର । ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ…