ତେଲଙ୍ଗାନା ପୋଲିସ ସହାୟତାରେ ହାଇଦର ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିକିତ୍ସା ହେବା ବାହାନାରେ ସମ୍ବଲପୁର ଜେଲରୁ ଏସସିବି ହସ୍ପିଟାଲକୁ ଆସି ପୋଲିସକୁ ଚକମା ଦେଇ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଆଜି ତେଲଙ୍ଗାନାରୁ ଗିରଫ ହୋଇଛି । ତେଲଙ୍ଗାନା ପୋଲିସ ସହାୟତାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର…