Browsing Tag

horoscope tips

ମଣିଷର ଏହି ୫ଟି ଖରାପ ଅଭ୍ୟାସ ଟାଣିଥାଏ ଦୁର୍ଭାଗ୍ୟକୁ,ଯଥାଶୀଘ୍ର ବାଦଳାଇ ଦିଅନ୍ତୁ

ମଣିଷ ଜୀବନ ରେ ଯେବେବି କୌଣସି ଖରାପ ସମୟ ଆସିଥାଏ, ସେତେବେଳେ ମଣିଷ ଭାଗ୍ୟକୁ କୁ ଦୋଷ ଦେଇଥାଏ l ଯେପରିକି ପ୍ରତ୍ୟେକ ଖରାପ କାର୍ଯ୍ୟର ପରିଣାମ ଆମେ ଭାଗ୍ୟକୁ ଦେଇଥାଉ କିନ୍ତୁ ତାହା ସେଭଳି ନୁହେଁ ସେଥିପାଇଁ ଆମର କେତୋଟି ଖରାପ ଅଭ୍ୟାସ ଦାୟୀ ଅଟେ l ଶାସ୍ତ୍ର ଅନୁସାରେ ବ୍ୟକ୍ତି ଏପିରୀ କିଛି…

ଆଜି ମଙ୍ଗଳବାର ପାଠ କରନ୍ତୁ ଏହି ଚମତ୍କାର ମନ୍ତ୍ର,ମିଲବ ଏହି ୬ଟି ଲାଭ

ଆଜି ହେଉଛି ମଙ୍ଗଳବାର, ପବନପୁତ୍ର ହନୁମାନଙ୍କ ବାର l ଆଜିର ଦିନରେ ଚମତ୍କାରୀ ବଜରଙ୍ଗ ବାଣ ପାଠ କରିବା ଖୁବ ଚମତ୍କାରୀ ଅଟେ l ଆଜି ସକାଳୁ ସ୍ନାନ ସାରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପିତ କରି ହନୁମାନଙ୍କୁ ପୂଜା କରନ୍ତୁ l ହନୁମାନଙ୍କୁ ନାଲି ମନ୍ଦାର ଫୁଲ, ରକ୍ତ ଚନ୍ଦନ, ସିନ୍ଦୁର , ଧୂପ, ଦୀପ,…

ସବୁଠାରୁ ବଡ଼ ଗାୟତ୍ରୀ ମନ୍ତ୍ର:ଜୀବନର ସମସ୍ତ ଦୁଃଖ ଦୂର କରିବା ସହିତ ହୋଇଥାଏ ସମସ୍ତ କ୍ଷେତ୍ରରେ ସଫଳତା

ଆମ ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ର ପାଠ କରିବାର ବିଶେଷ ମହତ୍ୱ ରହିଛି l ଏହା ଗୋଟିଏ ଏପରି ପ୍ରଭାବଶାଳୀ ମନ୍ତ୍ର ଯାହା ବଦଳାଇ ଦେଇଥାଏ ସମଗ୍ର ଜୀବନ କୁ , ଏହି ମନ୍ତ୍ରର ଅନେକ ବିଶେଷତା ରହିଛି l ପୂର୍ବ କାଳରେ ଗାୟତ୍ରୀ ମନ୍ତ୍ର ଜପ କରି ଋଷିମୁନି ସିଦ୍ଧି ଲାଭ କରୁଥିଲେ l ଏହି ମନ୍ତ୍ରକୁ…

ଘରର ଏହି ଦିଗରେ ରଖନ୍ତୁ ଜଳପୂର୍ଣ ମାଟିପାତ୍ର,ଖୋଲିବ ଘରର ଭାଗ୍ୟ ଓ ପାଇବେ ଶୁଭଫଳ

ଗ୍ରୀଷ୍ମ ଋତୁରେ ଅଧିକାଂଶ ପରିବାରରେ ମାଟିରେ ତିଆରି ମାଠିଆ ପାଣି ପିଇବା ପାଇଁ ବ୍ୟବହାର କରାଯାଇ ଥାଏ l ସେହିଭଳି ବିଭିନ୍ନ ପୂଜା ପର୍ବରେ ମାଟି କଳସି ମଧ୍ୟ ଆମେମାନେ ବ୍ୟବହାର କରିଥାଉ l ସେହିଭଳି ଯଦି କୌଣସି ସୁବାକାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ତେବେ ଘରର ମୁଖ୍ୟଦ୍ଵାର ରେ ମାଟି କଳସି…

ପ୍ରତିଦିନ ସକାଳୁ ବିଛଣା ଛାଡ଼ିବା ବେଳକୁ କରନ୍ତୁ ଏହି ମନ୍ତ୍ରକୁ ମିଳିବ ସୁଖ ଓ ଶାନ୍ତି

ଆମେ ସମସ୍ତେ ଚାହିଁଥାଉ ଆମର ଦିନଟି ଭଲରେ କଟୁ ଓ ଆମେ ଗୋଟିଏ ସୁଖମୟ ଜୀବନ ଅତିବାହିତ କରୁ l ତେଣୁ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଦିନଟିକୁ ସୁଖମୟ କରିବା ପାଇଁ ପ୍ରାତଃ ବନ୍ଦନା ନିହାତି ଜରୁରୀ l ଯାହାଦ୍ୱାରା ଆମେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବା l ତେଣୁ…

ହିନ୍ଦୁ ନାରୀମାନେ ପାଦରେ ଝୁଣ୍ଟିଆ ଧାରଣ କରିବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ

ହିନ୍ଦୁ ଧର୍ମରେ ପ୍ରତିଟି ବିବାହିତା ନାରୀ ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର ଓ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ଧାରଣ କରି ଥାଆନ୍ତି, କାରଣ ଏହା ପ୍ରତିଟି ସଧବା ନାରୀଙ୍କ ପ୍ରତୀକ ଅଟେ l ଯେଭଳି ମାନ୍ୟତା ରହିଛି ଯେ ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇ ଥାଆନ୍ତି ,ସେହିଭଳି…

ଧନ ଅର୍ଜନକୁ ନିମନ୍ତ୍ରଣ ଦେଇଥାଏ ଏହିସବୁ ଗଛ,ଘରେ ଲଗାନ୍ତୁ

ଗଛ ସମସ୍ତଙ୍କର ପସନ୍ଦ ଅଟେ l ପ୍ରାୟ ସମସ୍ତେ ନିଜ ଘରଭିତରେ ଓ ବାହାରେ ଗଛଟିଏ ଲଗାଇ ସୁଖ ଲଭି ଥାଆନ୍ତି l କିନ୍ତୁବିସେସ ଭାବରେ ଏପରି କିଛି ଗଛ ରହିଛି ଯାହାକି ଆମେ ନିଜ ଘର ଅଗଣାରେ ଲଗାଇବା ଦ୍ୱାରା ଧନ ଲାଭର ସମ୍ଭାବନା ରହିଥାଏ l ଆସନ୍ତୁ ଜାଣିବା ସେହି ଗଛ ବିଷୟରେ l * କଦଳୀ ଗଛ -…

ଚତୁର୍ଥୀ ରତିରେ ଏହି ୫ଟି କଥା କାହିଁକି ହୋଇଥାଏ ଜରୁରୀ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହିନ୍ଦୁ ଧର୍ମରେ ୧୬ ଟି ସଂସ୍କାର ପ୍ରସ୍ତୁତ ହୋଇଛି ଏମାନଙ୍କ ମଧ୍ୟରୁ ବିବାହ ହେଉଛି ଗୋଟିଏ ସଂସ୍କାର । ଏହି ସଂସ୍କାର ଦ୍ଵାରା କେବଳ ଦୁଇଜଣ ବ୍ୟକ୍ତି ନୁହଁନ୍ତି ବରଂ ଅନେକ ପରିବାର ମିଳନ ହୋଇଥାନ୍ତି । ଏହି ସଂସ୍କାରରେ ଅନେକ ରୀତିନୀତି ରହିଛି ଯେଉଁଥିରୁ ଚତୁର୍ଥୀ ରତି ଗୋଟିଏ । ଏହି ଦିନ ବର…

ଚଣକ୍ୟ ନୀତି, ଯେଉଁ ସ୍ତ୍ରୀ ଙ୍କ ପାଖରେ ରହିଛି ଏହି ୫ଟି ଗୁଣ ତାଙ୍କ ସ୍ୱାମୀ ଅତ୍ୟନ୍ତ ଭାଗ୍ୟଶାଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆମ ଜୀବନକୁ ମାର୍ଗ ଦର୍ଶନ କରାଇଥାଏ l କାରଣ ତାଙ୍କ ନୀତିକୁ ଗ୍ରହଣ କରି ଚନ୍ଦ୍ର ଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ଯାଇଥିଲେ l ଚାଣକ୍ୟ ନୀତି ମଣିଷ ଜୀବନ ରେ ବିଭିନ୍ନ ସମସ୍ୟାର ସମାଧାନ କରାଇ ଥାଏ l ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଚାଣକ୍ୟ ଙ୍କ ନୀତିକୁ ଅନୁସରଣ…

ରବିବାର ଦିନ ପାଠ କରନ୍ତୁ କୁବେର ମନ୍ତ୍ର,ରହିବନି ଧନର ଅଭାବ

ରବିବାର ଦିନ ଟି ଭଗବାନ୍ ସୂର୍ଯ୍ୟ ଦେବଙ୍କ ଦିନ ଅଟେ । ଏହିଦିନ ଆମେ ସୂର୍ଯ୍ୟଦେବଙ୍କ ର ବିଧି ବିଧାନ ଭାବରେ ପୂଜା କରିଥାଉ । ଜ୍ୟୋତିଷ ଶାସ୍ତ୍ର ରେ ମାନ୍ୟତା ରହିଛି ଯେ ଏହିଦିନ ଯଦି ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୁଅନ୍ତି ତେବେ ଆୟୁ ବୃଦ୍ଧି, ଯଶ ବୃଦ୍ଧି ହୋଇଥାଏ ଓ ରୋଗରୁ ମୁକ୍ତି ମିଳିଥାଏ ।…