କ’ଣ ମଙ୍କିପକ୍ସକୁ ହୋମିଓପାଥି ଦ୍ୱାରା ଚିକତ୍ସା କରାଯାଇପାରିବ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଭାରତରେ ୪ ଟି ମଙ୍କିପକ୍ସ ରିପୋର୍ଟ ଆସିବା ପରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି। ମଙ୍କିପକ୍ସର ସଂକ୍ରାମକ ଏବଂ ଜୀବାଣୁ ଜନିତ ରୋଗ ହେତୁ ଏହି ରୋଗର ପ୍ରତିରୋଧ ଏବଂ ଚିକିତ୍ସା ସମ୍ବନ୍ଧରେ ସମ୍ଭାବନା ମଧ୍ୟ ଅନୁସନ୍ଧାନ କରାଯାଉଛି। ଏଲୋପାଥି ବ୍ୟତୀତ, ହୋମିଓପାଥି ଏବଂ ଆୟୁର୍ବେଦିକ ଉପାୟରେ…