ଆଜି ମଙ୍ଗଳବାର : ହନୁମାନଙ୍କୁ ସନ୍ତୁଷ୍ଟ କରିବାକୁ କଦଳୀ ଓ ପାନ ପତ୍ରରେ ଚଢ଼ାନ୍ତୁ ପ୍ରସାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମଙ୍ଗଳବାର। କୁହାଯାଏ ଏହି ଦିନ ମହାବୀରଙ୍କୁ ପୂଜା କଲେ ଭକ୍ତ ଖାଲି ହାତରେ ଫେରେନି । ହନୁମାନଙ୍କୁ ଏମିତିରେ ତ ସବୁଦିନ ପୂଜା କରାଯାଏ । ହେଲେ ଶନିବାର ଓ ମଙ୍ଗଳବାର ହନୁମାନଜୀଙ୍କ ବିଶେଷ ପୂଜା କରାଯାଏ । ତେଣୁ ସବୁ ମଙ୍ଗଳବାର-ଶନିବାର ପ୍ରାତଃ ସମୟରୁ ଉଠି…