ପୁଣି ବନ୍ଦ ହେଲା ୪ଟି ଗେଟ୍
ଧୀରେ ଧୀରେ ବର୍ଷା କମିବା ଫଳରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ଯାହା ଫଳରେ ହୀରାକୁଦ ଡ୍ୟାମରେ ମଧ୍ୟ ଜଳର ପରିମାଣ ହ୍ରାସ ପାଇଛି । ଯେଉଁ କାରଣରୁ ଗତକାଲିଠାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍ ବନ୍ଦ କରାଯାଉଛି। ଗତକାଲି ୧୨ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ…