ବିଜେପିରୁ ବହିଷ୍କାର ହେଲେ ହିମାଂଶୁ ଶେଖର
ବିଜେପିରୁ ବହିଷ୍କାର ହେଲେ ହିମାଂଶୁ ଶେଖର । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁକୁ ଆଜି ଦଳ ବହିଷ୍କାର କରିଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳର ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ…