ଶରୀରରେ ଇମ୍ୟୁନିଟି ଦୁର୍ବଳ ରହିଲେ ଦେଖାଦିଏ ଏହିସବୁ ଲକ୍ଷଣ
କୌଣସି ବ୍ୟକ୍ତିର ଇମ୍ୟୁନିଟି ଦୁର୍ବଳ ରହିଲେ ତାର ରୋଗ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଏମିତିକା ସ୍ଥିତିରେ ଆପଣଙ୍କୁ ନିଜ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ ରଖିବା ସବୁଠୁ ଅଧିକ ଜରୁରୀ ଅଟେ ।ତେଣୁ ଆଜି ଆସନ୍ତୁ ଜାଣିବା ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ –
ପାଚନ ସମ୍ବନ୍ଧୀୟ ଅସୁବିଧା –…