ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜେଡିୟୁର ହରିବଂଶ ନାରାୟଣ ସିଂହ ରାଜ୍ୟ ସଭାର ନୂଆ ଉପାଧ୍ୟକ୍ଷ । ନୂଆ ଉପାଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ମୌଖିକ ଭୋଟରେ ତାଙ୍କୁ ନିର୍ବାଚିତ କରାଯାଇଛି । ତେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହରିବଂଶଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହି…