Browsing Tag

hamida ghruhabandi

ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କଲା ତାଲିବାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାବୁଲ: ଆଫଗାନିସ୍ତାନରେ ଘଡିକେ ଘୋଡା ଛୁଟୁଛି । ଦେଇଥିବା ପ୍ରତିଶ୍ରୁତିର ଓହରିବାରେ ଲାଗିଛି ତାଲିବାନ । ଯାହାର ନଗଦ ଉଦାହରଣ କ୍ରମରେ ତାଲିବାନ ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ଗୃହବନ୍ଦୀ କରିଛି । ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ…