ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ; ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ, ୫ ରେ ହେବ ଦ୍ୱିତୀୟ ପର୍ଯ୍ୟାୟ
ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ। ଆସନ୍ତା ଡିସେମ୍ବର ୧ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏନେଇ…