ଓଡିଶା ସ୍କିଲ କନ୍କ୍ଲେଭ ୨୦୨୩ ପାଇଁ ଭୂମିପୂଜନ: କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ…
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ଆମ ଦେଶର ଯୁବକମାନଙ୍କୁ ଉତ୍କର୍ଷ ଏବଂ ସ୍ଥାୟୀ ଦକ୍ଷତା ବିକାଶ ଦିଗରେ ମାର୍ଗଦର୍ଶନ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୦ ତାରିଖରୁ ସ୍କିଲଡ ଇନ ଓଡିଶା କନକ୍ଲେଭ ୨୦୨୩ ଆୟୋଜନ କରୁଛନ୍ତି । ଯୁବପିଢିଙ୍କ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା ସହ…