ରୁମମେଟ ସାଜିଲା ହତ୍ୟାକାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଗୌରୀ ନଗର ଲେନ୍-୫ରେ ଘଟିଛି ଏକ ହତ୍ୟାକାଣ୍ଡ । ଜଣେ ଯୁବତୀ ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀଙ୍କୁ । ଆଜି ସକାଳେ ଘର ମାଲିକ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ,…