ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଫାଷ୍ଟ (ବ୍ୟୁରୋ):ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୦୦ କୋଟିର ପୁଞ୍ଜି ନିବେଶ କରାଯାଇଛି ।
ଏହା ଦେଶର ସର୍ବବୃହତ ପ୍ୟାକେଜିଂ ୟୁନିଟ୍ ହେବ । ଏଥିରେ ଗଞ୍ଜାମ ଜିଲ୍ଲାର ୯ଶହରୁ ଅଧିକ ଲୋକଙ୍କୁ ନିଯୁକ୍ତି…