Browsing Tag

Gopal will be remanded for another 5 days; There will be a narco test

ପୁଣି ୫ ଦିନ ରିମାଣ୍ଡରେ ଗୋପାଳ; ହେବ ନାର୍କୋ ଟେଷ୍ଟ

ପୁଣି ୫ ଦିନ ରିମାଣ୍ଡରେ ଯିବ ନବ ଦାସଙ୍କ ହତ୍ୟାକାରୀ ଗୋପାଳ । ତୃତୀୟ ଦଫାରେ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି । ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଲା ଗୋପାଳ । ୫ ଦିନ ରିମାଣ୍ଡ ଓ ଟେଷ୍ଟ ଅନୁମତି…