ବସନ୍ତ ପଞ୍ଚମୀରେ ମହାପ୍ରଭୁଙ୍କୁ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ଗ୍ରାମ ରୂପା ଅଳଙ୍କାର ଦାନ କଲେ ଜଣେ ଭକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମାଘ ଶୁକ୍ଳ ପଞ୍ଚମୀ ତିଥି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଅଛି । ଆଜି ସନ୍ଧ୍ୟାରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ଭାଗରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ରଥ କାଠ ତ୍ରୟଙ୍କର ପୂଜାର୍ଚ୍ଚନା ବିଧିମତେ…