Browsing Tag

gift arristed

ଅତିଥିଭାବେ ଆସି ବିବାହ ମଣ୍ଡପରୁ ଚୋରି କରୁଥିବା ଯୁବକ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ଚୋର କେତେ ବି ଚାଲାକ ହେଲେବି କିଛି ନା କିଛି ଭୁଲ କରିବସେ। ସେହି ଭୁଲ ତାକୁ ଜେଲ ପର୍ଯ୍ୟନ୍ତ ଟାଣିନିଏ। ଏମିତିକା ଏକ ନଟିକିୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁରରେ। ଏକ ମଣ୍ଡପରେ ପୁଅର ବିବାହ ଭୋଜିର ଆୟୋଜନ ଚାଲିଥିଲା । ଅତିଥିମାନେ ଭୋଜି…