କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମନବୀ ଆଜାଦ
କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମନବୀ ଆଜାଦ। ପ୍ରାଥମିକ ସଦସ୍ୟତା ପଦରୁ ଆଜି ଇସ୍ତଫା ଦେଇଛନ୍ତି ଗୁଲାମନବୀ। ଦଳର ସବୁ ପଦ ଛାଡ଼ିଥିବା ବେଳେ ଗୁଲାମନବୀ କିଛିଦିନ ପୂର୍ବରୁ ପ୍ରଚାର କମିଟିରୁ ଇସ୍ତଫା ଦେଇଥିଲେ।
ତେବେ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣି ସେ ଦଳରୁ ଇସ୍ତଫା…