୨୦୦ ଟଙ୍କା ଦିଅ, ମାଟ୍ରିକ ସାର୍ଟିଫିକେଟ ନିଅ
୨୦୦ ଟଙ୍କା ଦେଲେ ମିଳୁଛି ମାଟ୍ରିକ ସାର୍ଟିଫିକେଟ, ଟଙ୍କା ଦିଅ ସାର୍ଟି ଫିକେଟ ନିଅ, ଟଙ୍କା ନାହିଁତ ସାର୍ଟିଫିକେଟ ନାହିଁ । ଏମିତି କହି ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ମାଟ୍ରିକ ସାର୍ଟିଫିକେଟ ଦେଉଛନ୍ତି ପ୍ରଧାନ ଶିକ୍ଷକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।…