୫ଟି ସଚିବ ପଣ୍ଡିଆନଙ୍କ ଗଞ୍ଜାମ ଗ୍ରସ୍ତ ପରେ ଦବି ଯାଇଛି ସମସ୍ତଙ୍କ ବିରୋଧର ସ୍ୱର
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ରାଜ୍ୟରେ ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ସବୁଠାରୁ ସାଙ୍ଘାତିକ ରହିଛି । ଏହାକୁ ନେଇ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋଇ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ସେହିପରି…