ଗଙ୍ଗଶିଉଳି ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ କେତେ ଲାଭଦାୟକ
ଗଙ୍ଗଶିଉଳି ଫୁଲ ଗୋଟିଏ ସୁନ୍ଦର ଓ ବାସନାଯୁକ୍ତ ଫୁଲ ଅଟେ l ଏହାକୁ ମର୍ତ୍ୟ ଲୋକର ପାରିଜାତ ପୁଷ୍ପ ସହିତ ତୁଳନା କରାଯାଏ l ଯେଉଁଠାରେ ଗଙ୍ଗଶିଉଳି ଗଛ ଲଗାଯାଇଥାଏ ତାର ଚର୍ତୁର ପାର୍ଶ୍ଵର ବାତାବରଣ ମନ ମହକ ବାସ୍ନାରେ ଭରିଯାଏ l ଗଙ୍ଗଶିଉଳି ଗଛରେ ବର୍ଷକୁ ଥରେ ମାତ୍ର ଫୁଲ ହୋଇଥାଏ l ଶୀତ ଦିନର…