ମହାନଦୀ ବ୍ରିଜ୍ ଉପରେ ଝୁଲିରହିଲା ଯାତ୍ରାବାହୀ ବସ
ମହାନଦୀ ବ୍ରିଜ୍ ଉପରେ ଯାତ୍ରାବାହୀ ବସ ଦୁର୍ଘଟଣାଗ୍ରସ୍ତ । ବସଟି ବ୍ରିଜ୍ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିିଛି । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି…