ରିତସିକା ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା
ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଓ ଆଶୀର୍ବାଦରେ ଆଜି Ritsika Foundation ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ(୧୬/୦୭/୨୦୨୬) ପୁରୀକୁ ଆଗମନ କରିଥିବା ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା କାର୍ଯ୍ୟକ୍ରମ…