ପୁରୁଷ ଜୁନିଅର ହକି ବିଶ୍ୱକପ୍: ପୋଲାଣ୍ଡକୁ ହରାଇ ଫ୍ରାନ୍ସ ହାସଲ କଲା ଲଗାତାର ଦ୍ୱିତୀୟ ବିଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର: ପୁରୁଷ ଜୁନିଅର ହକି ବିଶ୍ୱକପ୍ ପୁଲ୍ ବିରେ ଖେଳା ଯାଇଥିବା ମ୍ୟାଚରେ ପୋଲାଣ୍ଡ ବିପକ୍ଷରେ ବିଜୟୀ ହୋଇଛି ଫ୍ରାନ୍ସ । ୭-୧ ଗୋଲରେ ଫ୍ରାନ୍ସ ମ୍ୟାଚ୍ ଜିତିଛି । ପୁରୁଷ ଜୁନିଅର ହକି ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦଳ । ଗତକାଲି ଖେଳା…