ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା ମହିଳାମାନଙ୍କ ପାଇଁ ଶ୍ରୀ ସତ୍ୟସାଇ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ୧୯୮୧ ମସିହାରେ ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଅଧୀନରେ ପ୍ରତିଷ୍ଠିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ , ଓଡ଼ିଶା ବହୁ ବର୍ଷ ଧରି ମହିଳା ମାନଙ୍କର ମାନବିକ ମୂଲ୍ୟବୋଧ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି।…