Browsing Tag

Former Odisha Chief Secy Asit Tripathy Elected As Bhubaneswar Club President

ଭୁବନେଶ୍ୱର କ୍ଳବର ସଭାପତି ହେଲେ ଅସିତ୍‌ ତ୍ରିପାଠୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଜିମାତ କରିଲେ ଅସିତ ତ୍ରିପାଠୀ । ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍‌ ଅସିତ ତ୍ରିପାଠୀ । ମୋଟ ୭୭୬ଟି ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କୁ ୪୯୮ଟି ଭୋଟ ମିଳିଥିବା…