Browsing Tag

Former MP’s son dies in train collision

ଟ୍ରେନ ଧକ୍କାରେ ଚାଲିଗଲା ପୂର୍ବତନ ସାଂସଦଙ୍କ ପୁଅର ଜୀବନ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫଟକରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି ଫାଟକରେ ଟ୍ରେନ ଧକ୍କା ଦେଇଥିବା ସୁଚନା । ମୃତ ବ୍ୟକ୍ତି ହେଲେ ପୁର୍ବତନ ବଲାଙ୍ଗୀର ସାଂସଦ ବାଲଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର ବୋଲି…