Browsing Tag

for disaster estimation

ପୁରୀରେ ଫନୀ କ୍ଷୟକ୍ଷତି ଆକଳନ କଲେ ବିଶ୍ୱବ୍ୟାଙ୍କ ଟିମ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ୧୪ ଜିଲା ପ୍ରଭାବିତ ହୋଇଥିବା ବେଳେ ପୁରୀ ଜିଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା । ଜିଲାର ବହୁ କଚ୍ଚା ଘର ମାଟିରେ ମିଶି ଯାଇଥିବା ବେଳେ ବିରାଟ ବିରାଟ ଗଛ ଉପୁଡ଼ି ପଡିଥିଲା । ହଜାର ହଜାର ବିଦ୍ୟୁତ୍‌…