ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ; ସୁପ୍ରିମକୋର୍ଟଙ୍କ ୧୦୦ଟି ରାୟର ଓଡ଼ିଆ ଅନୁବାଦ ହୋଇ ୱେବସାଇଟରେ ହେଲା ଉପଲବ୍ଧ
ଓଡ଼ିଶା ହାଇକୋର୍ଟ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସୁପ୍ରିମକୋର୍ଟଙ୍କର ଉଲ୍ଲେଖନୀୟ ୧୦୦ଟି ରାୟ ଓଡ଼ିଆ ଭାଷାରେ ଅନୁବାଦ ହୋଇ ଏବେ ହାଇକୋର୍ଟଙ୍କ ୱେବସାଇଟରେ ଉପଲବ୍ଧ ହୋଇଛି। ଫଳରେ ହାଇକୋର୍ଟ ୱେବସାଇଟରୁ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ…