ସୁଦାନ ଚୀନାମାଟି କାରଖାନାରେ ଅଗ୍ନିକାଣ୍ଡ, ୨୩ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ଦିନ ସୁଦାନର ରାଜଧାନୀ ଖାର୍ତୌମ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନାରେ (ସେରାମିକ୍ ଫ୍ୟାକ୍ଟ୍ରି) ଅନ୍ଲୋଡ କରାଯାଉଥିବା ବେଳେ ଗ୍ୟାସ ଏକ ଟ୍ୟାଙ୍କର ବିସ୍ଫୋରିତ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩୦ରୁ ଅଧିକ…