ସୀତାରମଣଙ୍କ ସ୍ୱତନ୍ତ୍ର କରୋନା ପ୍ୟାକେଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। କୋଭିଡ କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ୧ଲକ୍ଷ ୧୦ ହଜାର କୋଟି ସହାୟତା ରାଶି ଘୋଷଣା କରିଛନ୍ତି ସୀତାରମଣ। ଏହି ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟକ୍ଷେତ୍ର ଲାଗି ୫୦ ହଜାର କୋଟି ଏବଂ…