Browsing Tag

film hall

ହରିୟାଣାରେ କରୋନା ବିସ୍ଫୋରଣ: ୫ ଜିଲାରେ ଆଲର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ନେଇ ପ୍ରତି ରାଜ୍ୟର ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି କଲେଣି । ଏହାରି ବିତରେ କଠୋର ହୋଇଛନ୍ତି ହରିୟାଣା ସରକାର । ହରିୟାଣାରେ ସ୍ଥିତି ଅସମ୍ଭାଳ ହେଉଥିବାରୁ ୫ ଜିଲାରେ ମିନି ଲକଡଉନ ଘୋଷଣା କରାଯାଇଛି…