Browsing Tag

Father dead & son seriously injured due to fall from over bridge

ଆଚାର୍ଯ୍ୟ ବିହାର ଓଭରବ୍ରିଜରୁ ଖସି ବାପା ମୃତ, ପୁଅ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ପୂର୍ବାହ୍ନରେ ଆଚାର୍ଯ୍ୟବିହାର ଓଭରବ୍ରିଜରୁ ଖସି ପଡ଼ି ବାପାଙ୍କର ମୃତ୍ୟୁ ହୋଇଥିଲା ବେଳେ ପୁଅ ଗୁରୁତର ହୋଇଛନ୍ତି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳି ପାରିନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାପା ଓ ପୁଅ ଏକ ସ୍କୁଟିରେ…