Browsing Tag

family members accused of murder

ଯୌତୁକ ଜୁଇରେ ଜାଳିଲେ ପ୍ରିୟଙ୍କା, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

କେନ୍ଦ୍ରାପଡ଼ାର ପ୍ରିୟଙ୍କା ମିଶ୍ର ଓ ଭୁବନେଶ୍ୱରର ସୁରଜ ଦାସ । ବୈଦିକ ରୀତିନୀତିରେ ବିବାହ ହେଲା । ପରିବାର ବି ସୁରୁଖୁରୁରେ ଚାଲିଥିଲା । ହେଲେ ବିବାହର ଅଢେଇ ବର୍ଷ ପରେ ଗତ କାଲି ରାତିରେ ଶ୍ୱଶୁର ଘର ବନ୍ଦ କୋଠରୀରୁ ପ୍ରିୟଙ୍କାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଲା । ପ୍ରିୟଙ୍କାଙ୍କ…