ନକଲି ସାର୍ଟିଫିକେଟ୍ ମାମଲା; ୧୨ ଶିକ୍ଷକଙ୍କୁ ଚାକିରିରୁ ହେଲେ ବହିଷ୍କାର
ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିବା । ରାୟଗଡ଼ା ଜିଲ୍ଲାରେ ୧୨ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛି ଶିକ୍ଷା ବିଭାଗ । ୭ଜଣ ନକଲି ବିଇଡି ସାର୍ଟିଫିକେଟ ଦେଇଥିବା ବେଳେ ଜଣେ ନକଲି ସିଟି ସାର୍ଟିଫିକେଟ, ଦୁଇ ଜଣ ଯୁକ୍ତ ଦୁଇ ସାର୍ଟିଫିକେଟ ଓ ଜଣେ ଯୁକ୍ତ ୩ ନକଲି…