Browsing Tag

explain in ways other than hitting or yelling

ପିଲାଙ୍କୁ ଠିକ ବାଟକୁ ଆଣିବାକୁ ହେଲେ ବାଡେଇବା କିମ୍ବା ରାଗିବା ବ୍ୟତୀତ ଏହି ଉପାୟରେ ବୁଝାନ୍ତୁ

ପ୍ରତେକ ମାତାପିତା ନିଜ ସନ୍ତାନକୁ ଭଲ ଶିକ୍ଷା ଦେଇ ଲାଳନ ପାଳନ କରିବାକୁ ଚାହିଁ ଥାଆନ୍ତି l କିନ୍ତୁ ଅନେକ ସମୟରେ ପିତାମାତା ଙ୍କୁ ଦ୍ୱାରା ଏଭଳି କିଛି ଭୁଲ ହୋଇ ଯାଇଥାଏ ଯାହାକି ପିଲାଟିର ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ l ତେଣୁ ପ୍ରତ୍ୟେକ ପିତାମାତା ସେଥି ପ୍ରତି ଯତ୍ନଶୀଳ ହେବା…