Browsing Tag

England Announce Playing XI For Rescheduled 5th Test Against India

ଭାରତ ବିପକ୍ଷ ମ୍ୟାଚ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକଦାଶ ଘୋଷଣା

ଆସନ୍ତାକାଲି ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ୫ମ ଟେଷ୍ଟ। ବର୍ମିଂହାମର ଏଜବାଷ୍ଟନରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ପାଇଁ ଆଜି ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକଦାଶ ଘୋଷଣା କରିଛି। ଏହି ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ୧-୨ରେ ପଛରେ ରହିଛି। ତେଣୁ ଦଳ…