Browsing Tag

EMIs set to rise as RBI hikes repo rate by 50 bps to 5.9%

ପୁଣି ବଢ଼ିଲା ରେପୋ ରେଟ୍

ପୁଣି ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ EMI । ପୁଣି ରେପୋରେଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ । ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି । ରେପୋ ରେଟ୍ ୫.୪୦ ପ୍ରତିଶତରୁ ବଢ଼ି ୫.୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।…