Browsing Tag

Elon Musk to Twitter employees

ଯଦି ଅଫିସ ଆସୁଛନ୍ତି, ଘରକୁ ଫେରି ଯାଆନ୍ତୁ

ଏଲନ୍ ମସ୍କ ଟ୍ୱିଟର ନୂତନ ମାଲିକ ହେବାପରେ ଚର୍ଚ୍ଚା ହେଉଥିଲା ଖୁବ୍ ଶୀଘ୍ର କମ୍ପାନୀର ବହୁ କର୍ମଚାରୀଙ୍କୁ ଛଟେଇ କରାଯିବ। ଏବେ ଏହି ଆଶଙ୍କା ସତ ହୋଇଛି। କମ୍ପାନୀ ନିଜର ସବୁ କର୍ମଚାରୀଙ୍କୁ ଇମେଲ ପଠାଇ ଏହା କହିଛି ଯେ, ତାଙ୍କର ଚାକିରୀ ରହିବ କି ନାହିଁ। ଏହା ସହିତ କର୍ମଚାରୀଙ୍କୁ ଶୁକ୍ରବାର…