କେଜ୍ରିୱାଲଙ୍କ ଘରେ ଇଡି
ଦିଲ୍ଲୀ ମଦ ଦୁନୀତି ମାମଲା ପଚରାଉଚରା ପାଇଁ କେଜ୍ରିୱାଲଙ୍କ ଘରେ ପହଂଚିଲା ଇଡି । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାର୍ଯ୍ୟାନୁଷ୍ଠାନ । ଇଡିର ସ୍ୱତନ୍ତ୍ର ଟିମ କେଜ୍ରିୱାଲଙ୍କ ଦିଲ୍ଲୀ ସ୍ଥତ ଘରେ ପହଂଚିଛି । ଗୁରୁବାର ହଜାର ହେବାକୁ ନବମ କେଜ୍ରୀୱାଲଙ୍କୁ ନବନ…