ଅର୍ଚ୍ଚନାଙ୍କ ଘରକୁ ଆଟାଚ୍ କଲା ଇଡି
ଅର୍ଚ୍ଚନା ନାଗ ମାମଲାରେ ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ମୋଟ ୨ ହଜାର ୩୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଚାର୍ଜସିଟ୍ ଦିଆଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ…