ନିକୋବାର ଦ୍ୱୀପରେ ଭୂମିକମ୍ପ ଝଟକା
ସୋମବାର ନିକୋବାର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକଟର ସ୍କେଲର ୫.୦ ତୀବ୍ରତା ରେକର୍ଡ କରାଯାଇଛି। ଆଜି ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦…