ଥରିଲା ମଧ୍ୟପ୍ରଦେଶ
ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର ଇନ୍ଦୋରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ତିନୋଟିରେ ମାପ କରାଯାଇଥିଲା । ସୂଚନା ଅନୁଯାୟୀ ଭୂକମ୍ପର ଝଟକା ଦ୍ୱିପ୍ରହର ୧୨.୫୪ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା । ଏହାର…