ଏହି ଅଭ୍ୟାସ ଯୋଗୁଁ ବୟସ ପୂର୍ବରୁ ବୃଦ୍ଧ ହୋଇଯିବେ ଆପଣ !
ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ମସ୍ତିଷ୍କ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାୟାମ ନକରିବା ଏବଂ ସବୁବେଳେ ରିଲାକ୍ସ ରହିଲେ ମସ୍ତିଷ୍କ ବୁଢ଼ା ହେବାକୁ ଲାଗିଥାଏ । ଏଥିପାଇଁ ଆପଣଙ୍କୁ ସବୁବେଳେ ଆକ୍ଟିଭ୍ ରହିବାକୁ ପଡିବ । କାରଣ ଆକ୍ଟିଭ ରହିବା ଆପଣଙ୍କ ଶରୀର ପାଇଁ ମଧ୍ୟ…