Browsing Tag

Does your child talk badly? Change your child’s bad habits immediately in this way

ଆପଣଙ୍କ ପିଲା ଖରାପ କଥା କହୁଛି କି ? ତୁରନ୍ତ ଏହି ଉପାୟରେ ବଦଳାନ୍ତୁ ପିଲାଙ୍କ ଖରାପ ଅଭ୍ୟାସ

ଛୋଟ ପିଲା ଅଜ୍ଞାନ ହୋଇଥାନ୍ତି । କୁହାଯାଏ କଅଁଳ ବୟସରେ ପିଲାମାନେ କଞ୍ଚାମାଟି ପରି ହୋଇଥାନ୍ତି । ଏପରି ସ୍ଥିତିରେ ସେମାନଙ୍କୁ ଯାହା ଶିଖାଯାଏ ସେମାନେ ତାହା ଶିଖିଥାନ୍ତି । ସେମାନେ ଯାହା ଦେଖିଥାନ୍ତି ଓ ଶୁଣିଥାନ୍ତି ତାହାକୁ ସହଜରେ ଆପଣାଇ ନେଇଥାନ୍ତି । ଏପରି ସ୍ଥିତିରେ ସବୁ ମାତା…