ହସ୍ପିଟାଲ୍ରେ ଅଗ୍ନିକାଣ୍ଡ; ୨ ଡାକ୍ତରଙ୍କ ସମେତ ୬ ଜଣ ମୃତ
ହସ୍ପିଟାଲ୍ରେ ନିଆଁ ଲାଗିବାରୁ ଅଣନିଶ୍ୱାସୀ ହୋଇ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାରଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍ପିଟାଲ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ଦୁଇ…